Indus Valley Times

Tag "MATRIC RESULT WILL BE DECLARED ON 26TH MAY"

୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍

    ୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍

କଟକ,୨୪/୫:ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍ସାଇଟ୍ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ ଜାଣିପାରିବେ।

Read Full Article

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30