Indus Valley Times

Tag "mbbs student"

ଭାରତରେ ପହଞ୍ଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ, ଖାରକିଭରେ ହାରିଥିଲେ ଜୀବନ

    ଭାରତରେ ପହଞ୍ଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ, ଖାରକିଭରେ ହାରିଥିଲେ ଜୀବନ

ବାଙ୍ଗାଲୁର, ୨୧/୩: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ଖାରକିଭରେ ବୋମାମାଡ଼ରେ ପ୍ରାଣ ହରାଇଥିବା ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପ୍ପାଙ୍କ ମୃତଦେହ ଆଜି ସକାଳେ ଭାରତରେ ପହଞ୍ଚିଛି । ମୃତ୍ୟୁର ଦୀର୍ଘ ୨୦ ଦିନ ପରେ ଭାରତ ଫେରିଛି ନବୀନଙ୍କ ମୃତଦେହ ।ଶେଷ

Read Full Article

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031