ଭୁବନେଶ୍ବର,୩୦/୮ : ମୌସୁମୀଜନିତ ନିମ୍ନଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି।ଫଳରେ ରାଜ୍ୟରେ ଆଜି ଦିନତମାମ ପ୍ରଚଣ୍ଡ ଖରା ହୋଇଥିଲା। ଏହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ