ସମ୍ବଲପୁର, ୨୧/୭: ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍ ଖୋଲିଛି।ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ରିପୋର୍ଟ