କଟକ,୫/୪: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍ୟୁ)ର ଜଣେ ଏଲ୍ଏଲ୍ବି ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଜଣକ ବେକରେ ଫାଶୀ ଲଗାଇ ହଷ୍ଟେଲରେ ଝୁଲି ପଡ଼ିଛନ୍ତି। ପୁଲିସକୁ ଛାତ୍ରୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି।ରାତି