ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୦/୧୦ : ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଠାରେ ଅବସ୍ଥିତ ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ କୋଶଳାଞ୍ଚଳ ର ଏକ ସାଂସ୍କୃତିକ ଧରୋହର ଅଟେ।ଏହା କୋଶଳଂଚଳର ଦର୍ଶନୀୟ ସର୍ବୋକୃଷ୍ଟ ପ୍ରାକୃତିକ ପୀଠସ୍ଥଳୀ ଅଟେ।ପ୍ରାକୃତିକ ମନୋରମ ରେ ଭରପୁର ମନ
Tag "Odisha"
ଭୁବନେଶ୍ୱର,୨୦/୧୦: କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ
ଭୁବନେଶ୍ୱର, ୨୦/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଛି ଏକ ବଡ ଖବର। ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟିହେବା ନେଇ ସୂଚନା ଦିଆଯାଇଛି। ଅକ୍ଟୋବର ୨୪ତାରିଖରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି। ଭାରତୀୟ ପାଣିପାଗ
ଭୁବନେଶ୍ୱର,୨୦/୧୦ : ୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ସମାରୋହ ଆୟୋଜନ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ଏହି କାର୍ଯ୍ୟକ୍ରମ ଉଭୟ କେନ୍ଦ୍ର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୦/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା
ବରଦା ଦାସଙ୍କ ରିପୋର୍ଟକଟକ,୧୯/୧୦ : କଲିକତା ଓ ଝାରସୁଗୁଡ଼ା ରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ
ଭୁବନେଶ୍ୱର,୧୯/୧୦ : ୨୦୨୨ ବର୍ଷର ଓଡ଼ିଶ। ଲୋକ ସେବ। ଆୟୋଗ ଦ୍ୱ।ର। ପରିଚ।ଳିତ ଓଏଏସ୍ ଫଳ।ଫଳ ପ୍ରକ।ଶ ପ।ଇଛି । ମୋଟ୍ ୬୮୩ ଜଣ ପରୀକ୍ଷ।ର୍ଥୀ କୃତକ।ଣðý
ଗଞ୍ଜାମ, ୧୯/୧୦ : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୀପାବଳି
ଭୁବନେଶ୍ୱର,୧୯/୧୦ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।କ୍ରମେ ଏହା
ରାଉରକେଲା,୧୯/୧୦ : ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର






