Indus Valley Times

Tag "reports by ganesh kumar raju"

ଗଜପତି:”ନାବାର୍ଡ” ସହାୟତାରେ ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ “ଜୀବିକା ଓ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୭/୭:ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳର ଏସଏଚଜି ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ “ନାବାର୍ଡ” ସଂସ୍ଥା ସହାୟତାରେ ବିଭିନ୍ନ ପ୍ରୋତ୍ସାହନ କାର୍ଯ୍ୟକ୍ରମ କରାଯାଉଛି ।ଗୁମ୍ମା

Read Full Article

ଗଜପତି: ରଥଯାତ୍ରାର ହେରାପଞ୍ଚମୀ ଦିନରେ ନିଆରା ବିଶ୍ୱାସର ପରମ୍ପରା, ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କଠାରେ ମୁଣ୍ଡନ ହେଲେ ବହୁ ଶ୍ରଦ୍ଧାଳୁ

    ଗଜପତି: ରଥଯାତ୍ରାର ହେରାପଞ୍ଚମୀ ଦିନରେ ନିଆରା ବିଶ୍ୱାସର ପରମ୍ପରା, ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କଠାରେ ମୁଣ୍ଡନ ହେଲେ ବହୁ ଶ୍ରଦ୍ଧାଳୁ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୭: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିର ଠାରେ ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ଦିନରେ

Read Full Article

ଗଜପତି: ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ

Read Full Article

ଗଜପତି: ଶହୀଦ ଗୁଣାକାର ରାଓଙ୍କ ୩୦ ତମ ଜୟନ୍ତୀରେ “ଅମର ଯବାନ” ସ୍ମୃତିସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩/୭: ଶହୀଦ ଏସ ଗୁଣାକାର ରାଓଙ୍କ ୩୦ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ପୂର୍ବତନ ସେନା କର୍ମଚାରୀ , ବିଶ୍ୱହିନ୍ଦୁ ପରିଷଦ ଓ କାବିଟି ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ସ୍ମୃତିସ୍ତମ୍ଭ ଠାରେ ଗଭୀର ତଥା

Read Full Article

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ର ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

    ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ର ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୭: ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଫରେଷ୍ଟ ଗେଟ ନିକଟସ୍ଥ ଗୋପିନାଥପୁର ମୌଜା ଅନ୍ତର୍ଗତ ହାତୀବାଡି ଠାରେ ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ

Read Full Article

ଗଜପତି: ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ ଏକ “ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

    ଗଜପତି: ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ ଏକ “ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୭ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକର ବାଇଝାଲ ପଞ୍ଚାୟତ ଅନ୍ତର୍ଗତ ବାଦୁଡ଼ି ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ

Read Full Article

ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉ ମାନଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ

    ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉ ମାନଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୭ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର

Read Full Article

ଓଡିଶା ସଂଗୀତ ନାଟକ ଏକାଦେମୀ ପକ୍ଷରୁ ଭକ୍ତକବି କଳହଂସ ଗୋପାଳ କୃଷ୍ଣ ପଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୭: ପାରଳଖେମୁଣ୍ଡିର ଗୌରବ ଓ ଗର୍ଵ ତଥା ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ୨୩୯

Read Full Article

ଗଜପତି : ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ମାତୃପିତୃ ହୀନ ଶିଶୁଙ୍କ ପାଇଁ କମ୍ପ୍ୟୁଟର, ଆତ୍ମରକ୍ଷା କୌଶଳ ଓ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୬ : ଗଜପତି ଜିଲ୍ଲାରେ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କରେ ରହି ଆସୁଥିବା ମାତୃପିତୃ ହୀନ ଶିଶୁ ମାନଙ୍କ ନିମନ୍ତେ

Read Full Article

ଗଜପତି: ସ୍ଥିତି ଅନୁଧ୍ୟାନ ବେଳେ ଡିଆରଏମଙ୍କ ସୂଚନା-ଆସନ୍ତା ଦୁଇ ମାସ ମଧ୍ୟରେ ପ୍ଳାଟଫର୍ମ ଉଚ୍ଚତା ବୃଦ୍ଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୬:ପୂର୍ବତଟ ରେଳପଥ ବିଶାଖାପାଟଣା ମଣ୍ଡଳ ପ୍ରବନ୍ଧକ ତଥା ଡିଆରଏମ ଶ୍ରୀ ଅନୁପ କୁମାର ଶତପଥୀ ସମସ୍ୟା ବହୁଳ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନରେ

Read Full Article

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930