ସୁବର୍ଣ୍ଣପୁର, ୩୧/୫ “ ସୁବର୍ଣ୍ଣପୁରର ସୋନପୁର ମହାନଦୀ ସେତୁ ଉପରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ୱାମୀଙ୍କ ସହ ଫଟୋ ଉଠାଇବାକୁ ଆସିଥିବା ଜଣେ ନବବିବାହିତା ହଠାତ୍ ମହାନଦୀକୁ ଡେଇଁପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ସେତୁ ଉପରେ