ଭୁବନେଶ୍ୱର,୧୮/୩: ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରଭାଗ ମଧ୍ୟରେ ନିମ୍ନଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା
Tag "tomorrow heavy rain"
ଭୁବନେଶ୍ୱର.୧୯/୩ : ଆସନ୍ତା ୨ ଦିନ ରାଜ୍ୟରେ ବହୁ ଜିଲ୍ଲାରେ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ହେବ। ଏନେଇ ଆଜି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବଜ୍ରପାତ ସହ ବର୍ଷା ସମୟରେ ୪୦ରୁ ୫୦ କିମି ପବନ ବହିବା