ଝାରସୁଗୁଡ଼ା, ୩୦/୭: ଝାରସୁଗୁଡ଼ା ୧୩ ନମ୍ବର ୱାର୍ଡ ଦେବାଡ଼ିହିଠାରେ ଝାଡ଼ାବାନ୍ତି ରୋଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)।ଆକୁର ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅର