WASHINGTON,AUG 10: Top Republican leaders flung their support behind former US president Donald Trump on Tuesday after an extraordinary FBI raid on his palatial Florida residence sparked a political firestorm
Tag "us president donald trump"
![ହ୍ଵାଇଟହାଇସ ନିକଟରେ ପୁଲିସ ଏନକାଉଣ୍ଟର , ଅଧାରୁ ସାମ୍ବାଦିକ ସମ୍ମିଳନୀ ବନ୍ଦ କଲେ ଟ୍ରମ୍ପ](http://indusvalleytimes.com/news/wp-content/uploads/2020/04/President-Donald-Trump-505x306_c.jpeg)
ଓ୍ଵାସିଂଟନ ସ୍ଥିତ ହ୍ଵାଇଟହାଇସ ନିକଟରେ ଏକ ପୁଲିସ ଏନକାଉଣ୍ଟର ହୋଇଛି ଏହି ଏନକାଉଣ୍ଟର ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ମାତ୍ର ସମ୍ମିଳନୀ ଅଧାରୁ ହିଁ ତାଙ୍କୁ ସୁରକ୍ଷାକର୍ମୀମାନେ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ।