ଅହମଦାବାଦ,୧୯/୧୧: ଚାରିଆଡ଼େ କେବଳ ନିରାଶ ହିଁ ନିରାଶ। ଶୂନଶାନ ହେଲା ପୂରା ଭାରତ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ଓଡ଼ିଶାର ବାଲେଶ୍ୱର ଯାଏ ସବୁଠି ହତାଶର ଚିହ୍ନ। କାରଣ ଅଧା ରହିଗଲା ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ।