Indus Valley Times

ଛୋଟ ପିଲାର ପ୍ରଶ୍ନ: ଗଜଂଡିଆ, ମଦୁଆ ଓ ଚରସ ଖିଆ କଳାକାରକୁ କାହିଁକି “ସୁପରଷ୍ଟାର” କହୁଛନ୍ତି ମିଡିଆବାଲା?

 Breaking News

ଛୋଟ ପିଲାର ପ୍ରଶ୍ନ: ଗଜଂଡିଆ, ମଦୁଆ ଓ ଚରସ ଖିଆ କଳାକାରକୁ କାହିଁକି “ସୁପରଷ୍ଟାର” କହୁଛନ୍ତି ମିଡିଆବାଲା?

ଛୋଟ ପିଲାର ପ୍ରଶ୍ନ: ଗଜଂଡିଆ, ମଦୁଆ ଓ ଚରସ ଖିଆ କଳାକାରକୁ କାହିଁକି “ସୁପରଷ୍ଟାର” କହୁଛନ୍ତି ମିଡିଆବାଲା?
July 27
09:22 2022


ପୁଅ: ବାପା !ଓଡିଶା ମିଡିଆ ଜଣେ ମଦୁଆ, ଗଂଜଡିଆ ଓ ଚରସ ଖିଆ କଳାକାରଙ୍କୁ “ସୁପରଷ୍ଟାର” କହୁଛି । ତେବେ ଜଣେ ଖାଲି ମଦୁଆକୁ କି ଷ୍ଟାର କୁହାଯିବ ?

ବାପା: ସେହି ଟୁଙ୍ଗୁରୁ ମିଡିଆ ବାଲାଙ୍କୁ ପଚାରେ ପୁଅ । ସେମାନେ କହିପାରିବେ !

ପୁଅ: ଖାଲି ଗଜଂଡିଆ କଳାକାରଙ୍କୁ କ’ଣ କୁହାଯିବ ।

ବାପା: ମୁଁ କହିପାରିବିନି ପୁଅ । ସେହି ମିଡିଆ ବାଲାଙ୍କୁ ପଚାରେ ।

ପୁଅ: କେବଳ ଚରସ, ଭାଙ୍ଗ, ଦେଶୀ ମଦ ପିଉଥିବା କଳାକାରଙ୍କୁ କ’ଣ କୁହାଯିବ?

ବାପା: ମୁଁ କହିପାରିବିନି ପୁଅ । ସେହି ଟୁଙ୍ଗୁରୁ ମିଡିଆ ବାଲାଙ୍କୁ ପଚାରେ ।

ପୁଅ: ବାପା, ଯାହାର ଜଣାପଡୁଛି, ତୁମେ ବି ଟୁଙ୍ଗୁର ଭାଇରସରେ ଆକ୍ରାନ୍ତ ହେଲଣି ?

ବାପା: ହଁ ରେ ପୁଅ । କେବଳ ମୁଁ କାହିଁକି, ଟୁଙ୍ଗୁର ମିଡିଆବାଲାଙ୍କ ଭାଇରାଲ ଭିଡିଓ ଭାଇରସରେ ଏବେ ସାରା ଓଡିଶା ଆକ୍ରାନ୍ତ !

Son to father” Why does the Odisha media people address a drug addict as Superstar?

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031