Indus Valley Times

ଅପରାଧ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ, ଏଣିକି ଭୁବନେଶ୍ୱରରେ କାରରେ ଲାଗିବନି କଳା କାଚ

 Breaking News

ଅପରାଧ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ, ଏଣିକି ଭୁବନେଶ୍ୱରରେ କାରରେ ଲାଗିବନି କଳା କାଚ

ଅପରାଧ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ, ଏଣିକି ଭୁବନେଶ୍ୱରରେ କାରରେ ଲାଗିବନି କଳା କାଚ
May 15
16:16 2022

ଭୁବନେଶ୍ୱର ୧୫/୫: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ ।
ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ ବାରମ୍ବାର ଏଭଳି କରିବେ, ତେବେ ଆଗକୁ ଗାଡି ସିଜ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031