Indus Valley Times

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

 Breaking News

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ
February 06
11:32 2025

ଆଠଗଡ , ୬/୨: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାସ୍ତାକଡ଼ରେ ବୁଲୁଥିବାର ମୋବାଇଲରେ ହେଲା ରେକର୍ଡ । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି ।
ସୂଚନା ଥାଉକି, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ ବୁଲୁଛି ବାଘ । ପାହାଡ଼ରେ କଲରା ପତରିଆ ବାଘ ଦେଖିବାକୁ ମିଳିଛି ।
ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଖବର ପାଇ ଘଟଣା ସ୍ଥଳରେ ନରସିଂହପୁର ପଶୁ ବନବିଭାଗ କର୍ମଚାରୀ ପହଞ୍ଚି କଲରା ପତରିଆ ବାଘର ଗତି ବିଧି ଉପରେ ନଜର ରଖଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930