Indus Valley Times

ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ; ଚଳିତ ବର୍ଷ ସବୁଠୁ ଶୀଘ୍ର ଆସିଥିଲା ମୌସୁମୀ

 Breaking News

ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ; ଚଳିତ ବର୍ଷ ସବୁଠୁ ଶୀଘ୍ର ଆସିଥିଲା ମୌସୁମୀ

October 13
19:53 2025

ଭୁବନେଶ୍ୱର,୧୩/୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍‌ଡି କହିଛି।
ଆଇଏମ୍‌ଡି ବୁଲେଟିନ୍‌ରେ କୁହାଯାଇଛି, “ମୌସୁମୀ ବର୍ଷା କର୍ଣ୍ଣାଟକ, ତେଲଙ୍ଗାନା, ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ଗୋଆ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍‌କିମ ଓ ଓଡ଼ିଶା ତଥା ଉତ୍ତର-ପୂର୍ବ ରାଜ୍ୟର କିଛି ଅଞ୍ଚଳରୁ ପ୍ରତ୍ୟାହାର ହୋଇଛି।” ଆଗାମୀ ୨-୩ ଦିନରେ ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, ମହାରାଷ୍ଟ୍ର ଓ ଉତ୍ତର-ପୂର୍ବ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପୂର୍ଣ୍ଣତଃ ପ୍ରତ୍ୟାହାର ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930