Indus Valley Times

ଠିକାଦାରଙ୍କୁ ଚେତାବନୀ: ‘ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ’

 Breaking News

ଠିକାଦାରଙ୍କୁ ଚେତାବନୀ: ‘ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ’

ଠିକାଦାରଙ୍କୁ ଚେତାବନୀ: ‘ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ’
December 17
18:00 2024

ଭୁବନେଶ୍ୱର, ୧୭/୧୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦେଶ ଦେବା ସହିତ କଡା ଚେତାବନୀ ମଧ୍ୟ ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ”ପ୍ରକଳ୍ପ କାମର କ୍ୱାଲିଟିରେ ଯେପରି କମ୍ପରମାଇଜ୍ ନ କରାଯାଏ। ଏଥିସହିତ ଯଦି କୌଣସି ଠିକାଦାର ସମୟ ସୀମା ସୁଦ୍ଧା କାମ ନ ସାରିଲେ ସରକାର ସେମାନଙ୍କୁ ଦଣ୍ଡ ଦେଇପାରନ୍ତି। ଦଣ୍ଡ ସ୍ୱରୂପ ସେମାନଙ୍କୁ ଜରିମାନା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ତେବେ ପ୍ରକଳ୍ପ କାମ ପାଇଁ ବିଭାଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031