Indus Valley Times

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୧ ସୁଦ୍ଧା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ରୂପ ନେବା ସମ୍ଭାବନା

 Breaking News

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୧ ସୁଦ୍ଧା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ରୂପ ନେବା ସମ୍ଭାବନା

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୧ ସୁଦ୍ଧା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ରୂପ ନେବା ସମ୍ଭାବନା
November 19
17:06 2024

ଭୁବନେଶ୍ୱର,୧୯/୧୧: ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେବ ବୋଲି ସୂଚନା ମିଳିଛି ।
ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ସ୍ପଷ୍ଟ ହୋଇନି । ରାଜ୍ୟରେ ଶୀତ ଅନୁଭୂତ ହେଉଥିବାବେଳେ ଲଘୁଚାପ ସୃଷ୍ଟି ଚିନ୍ତାର କାରଣ ପାଲଟିଛି । କିଛି ଦିନ ପୂର୍ବରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ରାଜ୍ୟର ରାତିରେ ପାରଦ ତଳମୁହାଁ ହେଉଛି । ଯାହାର ପ୍ରଭାବରେ ରାତିରେ ଶୀତ ଅନୁଭୂତ ହେଉଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031