Legatus

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶିବଶଙ୍କର ପରିବାରକୁ ଆର୍ଥିକ ସହାୟତା

 Breaking News

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶିବଶଙ୍କର ପରିବାରକୁ ଆର୍ଥିକ ସହାୟତା

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶିବଶଙ୍କର ପରିବାରକୁ ଆର୍ଥିକ ସହାୟତା
June 09
10:27 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୯/୬: ବାହାନଗା ଟ୍ରେନ ଦୁର୍ଘଟଣାରେ,ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଶିବଶଙ୍କର ସାହୁଙ୍କ ପରଲୋକ ଘଟିଥିଲା। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲି ହୋଇଥିଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଶୁକ୍ରବାର ମନ୍ତ୍ରୀ ଘଡେଇ ପ୍ରଶାସନିକ ଅଧିକାରୀଙ୍କ ସହ ଶିବଶଙ୍କରଙ୍କ ଘରେ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅର୍ଚନା ଦାସ,ବିଧାୟକ ନ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31