Indus Valley Times

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

 Breaking News

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

August 20
12:53 2025

ଭୁବନେଶ୍ୱର,୨୦/୮: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହୋଉଥିଲେ।
ବିବିନୋଦ ପଶାୟତ ଓଡ଼ିଶାର ଜଣେ ପ୍ରଖ୍ୟାତ କବି ଏବଂ ଲେଖକ। ସମ୍ବଲପୁରୀ / କୋଶଳୀ ସାହିତ୍ୟରେ ତାଙ୍କର ଅବଦାନ ଅମୂଲ୍ୟ। ସେ ତାଙ୍କ କବିତା ଏବଂ ଅନ୍ୟାନ୍ୟ ଲେଖାରେ ସରଳତା ପାଇଁ ଲୋକପ୍ରିୟ। ତାଙ୍କର ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାର ବିଶାଳ ଅଞ୍ଚଳରେ ବହୁଳ ଭାବରେ ପରିଚିତ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930