Indus Valley Times

ବିଶ୍ୱ ଶାନ୍ତି ପାଇଁ ୨୧ ଦିବସ ବିଘ୍ନ ବିନାଶନ ସାମୁହିକ ଯୋଗ ଶିବିର ଶୁଭାରମ୍ଭ

 Breaking News

ବିଶ୍ୱ ଶାନ୍ତି ପାଇଁ ୨୧ ଦିବସ ବିଘ୍ନ ବିନାଶନ ସାମୁହିକ ଯୋଗ ଶିବିର ଶୁଭାରମ୍ଭ

ବିଶ୍ୱ ଶାନ୍ତି ପାଇଁ ୨୧ ଦିବସ ବିଘ୍ନ ବିନାଶନ ସାମୁହିକ ଯୋଗ ଶିବିର ଶୁଭାରମ୍ଭ
March 17
14:05 2026

ବରଦା ଦାସଙ୍କ ରିପୋର୍ଟ
କଟକ , ୧୬/୩ : ବିଘ୍ନ ବିନାଶକ ହେଲେ ଗଣେଶ ଶିବଙ୍କ ପୁତ୍ର । ସମସ୍ତ ବ୍ରହ୍ମା କୁମାର କୁମାରୀ ହେଉଛନ୍ତି ଶିବ ଙ୍କ ପୋଷ୍ୟପୁତ୍ର ।
ତେଣୁ ଏଠାରେ ସମସ୍ତେ ସାମୁହିକ ଧ୍ୟାନ ଶିବିର ଜରିଆରେ ବିଶ୍ୱ କଲ୍ୟାଣ ପାଇଁ ଆଜି ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି । ବି କେ ଝୁନୁ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ବିକେ ନଗେନ୍ଦ୍ର, ଅରବିନ୍ଦ,ବରଦା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଓ ଯୁଗ ପରିବର୍ତ୍ତନ ପାଇଁ ସମାଜ କଲ୍ୟାଣ ନିମନ୍ତେ ସାମୁହିକ ଯୋଗ ର ଉପାଦେୟତା ବିଷୟରେ କହିଥିଲେ ।
ବିକେ ପ୍ରତିମା, ଜୟନ୍ତୀ,ସୁଶାନ୍ତ ଆଦି ସହାୟତା କରିଥିଲେ ।ପ୍ରଦୀପ ପ୍ରଜ୍ବଳନ କରାଯାଇ ୨୧ ଦିନିଆ ଯୋଗ ଭଟି କରାଯାଇଥିଲା । ପ୍ରତିଦିନ ଅପରାହ୍ନ ୫ ଘ ରେ ପ୍ରତିଦିନ ଏହା ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31