ବୁଧବାର ପ୍ରକାଶ ପାଇବ +୨ ବିଜ୍ଞା ଓ ବାଣିଜ୍ୟ ପରିକ୍ଷା ଫଳ
![ବୁଧବାର ପ୍ରକାଶ ପାଇବ +୨ ବିଜ୍ଞା ଓ ବାଣିଜ୍ୟ ପରିକ୍ଷା ଫଳ](http://indusvalleytimes.com/news/wp-content/uploads/2020/09/results-680x365_c.jpg)
July 26
20:28
2022
ଭୁବନେଶ୍ୱର, ୨୬/୦୭: ବୁଧବାର ଦିନ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯିବ ଏବଂ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।