Indus Valley Times

ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ

 Breaking News

ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ

ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ
June 24
12:12 2025

ଭୁବନେଶ୍ୱର, ୨୪/୬ : ମଧ୍ୟ ପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ପରିସ୍ଥିତି ଉପୁଜିଥିବାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଆନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଛି। ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କରିଛି ଇଣ୍ଡିଗୋ। ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।
ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କରିଛି ଇଣ୍ଡିଗୋ। ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନ ୧୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆବୁଧାବି ବିମାନସେବା ସେବାର ଶୁଭାରମ୍ଭ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031