Indus Valley Times

ରେଳଧାରଣା କଡ଼ରୁ ମିଳିଲା ବଣିକ ସଂଘ ସଭାପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

 Breaking News

ରେଳଧାରଣା କଡ଼ରୁ ମିଳିଲା ବଣିକ ସଂଘ ସଭାପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

January 15
11:07 2024

ବଲାଙ୍ଗିର, ୧୫/୧ : ବଲାଙ୍ଗିର ସଦର ଥାନା ଖୁଜେନପାଲି ରେଲୱେ ଟ୍ରାକରୁ ଜିଲ୍ଲା ବଣିକ ସଂଘ ସଭାପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତ୍ରିପୁରାରି ପାଣିଗ୍ରାହୀ।
ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ତ୍ରିପୁରାରି ପାଣିଗ୍ରାହୀଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି।
ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ରହିବା ସହିତ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ତ୍ରିପୁରାରି ସନ୍ଦେହ ଜନକ ମୃତ୍ୟୁ ସମସ୍ତଙ୍କ ସ୍ତବ୍ଧ କରିଛି। ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30