Indus Valley Times

ଶିକ୍ଷାନୁଷ୍ଠାନରେ ଶାରୀରିକ ନିର୍ଯ୍ୟାତନା : ଖୋଲିଲା ବଡ଼ ବିଶ୍ବବିଦ୍ୟାଳୟର ଗୁମର, ଚମକାଇଦେଲା ସାଙ୍ଘାତିକ ତଥ୍ୟ

 Breaking News

ଶିକ୍ଷାନୁଷ୍ଠାନରେ ଶାରୀରିକ ନିର୍ଯ୍ୟାତନା : ଖୋଲିଲା ବଡ଼ ବିଶ୍ବବିଦ୍ୟାଳୟର ଗୁମର, ଚମକାଇଦେଲା ସାଙ୍ଘାତିକ ତଥ୍ୟ

ଶିକ୍ଷାନୁଷ୍ଠାନରେ ଶାରୀରିକ ନିର୍ଯ୍ୟାତନା : ଖୋଲିଲା ବଡ଼ ବିଶ୍ବବିଦ୍ୟାଳୟର ଗୁମର, ଚମକାଇଦେଲା ସାଙ୍ଘାତିକ ତଥ୍ୟ
September 19
17:54 2025

ଭୁବନେଶ୍ୱର, ୧୯/୯ : ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଛାତ୍ରୀ ନିର୍ଯ୍ୟାତନା ର ଶିକାର ହୋଇଛନ୍ତି। ଶାରୀରିକ, ମାନସିକ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ।
୬ ଜଣଙ୍କୁ ଯୌନ ନିର୍ଯ୍ୟାତନା ଓ ୯ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ହୋଇଛି। ୨ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥ୍ୟ ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି ।
ବିଧାନସଭା ମୌସୁମୀ ଅଧିବେଶନର ଆଜି ଥିଲା ଦ୍ଵିତୀୟ ଦିନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଚାଲିପାରିଲାନି ଗୃହ। ହୋହଲ୍ଲା ଓ ହଙ୍ଗାମାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930