Indus Valley Times

୨୧ ଦିନିଆ ବିଘ୍ନ ବିନାଶକ ଯୋଗ ଭଟ୍ଟି ଉଦଯାପନ ସମାରୋହ

 Breaking News

୨୧ ଦିନିଆ ବିଘ୍ନ ବିନାଶକ ଯୋଗ ଭଟ୍ଟି ଉଦଯାପନ ସମାରୋହ

୨୧ ଦିନିଆ ବିଘ୍ନ ବିନାଶକ ଯୋଗ ଭଟ୍ଟି ଉଦଯାପନ ସମାରୋହ
April 05
21:39 2026

ବରଦା ଦାସଙ୍କ ରିପୋର୍ଟ
କଟକ/ ଓଡ଼ିଶା , ୫/୪: ବକ୍ସିବଜାର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବିଶ୍ୱ ଶାନ୍ତି ପାଇଁ ୨୧ ଦିନିଆ ଯୋଗ ଶିବିର ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ।
ବି କେ ଅମୂଲ୍ୟ ଭାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ଉପକାରିତା ନିଜ ଅଭିଜ୍ଞତାରୁ କହିଥିଲେ ।
ବିକେ ନଗେନ,ବରଦା ଆଦି ନିଜ ନିଜର ଅନୁଭୂତି ପ୍ରକାଶ କରି ଯୋଗ ଚାରିଟି ସ୍ତମ୍ବ ଯଥା ବ୍ରହ୍ମଚର୍ଯ୍ୟ, ସତସଙ୍ଗ, ଦିବ୍ୟଜୀବନ ଓ ଅନ୍ନ ଉପରେ ଦୃଢ଼ତା ନିର୍ଭର କରେ ବୋଲି କହିଥିଲେ ।
ବିକେ ଝୁନୁ ପ୍ରତିଦିନ ଶିବିର ସୂ ପରିଚାଳନା କରି ଯୋଗ ସମୟରେ ବିବରଣୀ ପ୍ରଦାନ କରିଥିଲେ । ବହୁ ଭାଇ ଭଉଣୀ ଏହି ଶିବିରରେ ନିୟମିତ ଯୋଗ ଦେଇଥିଲେ । ବିକେ ପ୍ରତିମା, ଜୟନ୍ତୀ ଆଦି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930