Indus Valley Times

କରୋନା: ୮ରାଜ୍ୟରେ ୧୦୦ରୁ ଅଧିକ ଲେଖାଏଁ ସଂକ୍ରମିତ, ଦିନକରେ ୪ ଜଣଙ୍କ ମୃତ୍ୟୁ

 Breaking News

କରୋନା: ୮ରାଜ୍ୟରେ ୧୦୦ରୁ ଅଧିକ ଲେଖାଏଁ ସଂକ୍ରମିତ, ଦିନକରେ ୪ ଜଣଙ୍କ ମୃତ୍ୟୁ

କରୋନା: ୮ରାଜ୍ୟରେ ୧୦୦ରୁ ଅଧିକ ଲେଖାଏଁ ସଂକ୍ରମିତ, ଦିନକରେ ୪ ଜଣଙ୍କ ମୃତ୍ୟୁ
June 01
11:15 2025

ଭୁବନେଶ୍ୱର,୩୧/୫: ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜଣେ ବୃଦ୍ଧ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ।
ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ କୋଭିଡ୍ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930