Indus Valley Times

ଦିନ ଦ୍ୱିପହରରେ ଆରଆଇ କାର୍ଯ୍ୟାଳୟରୁ ଡକାୟତି, ଛଡ଼ାଇ ନେଲେ ଚେନ୍ ଓ ଟଙ୍କା

 Breaking News

ଦିନ ଦ୍ୱିପହରରେ ଆରଆଇ କାର୍ଯ୍ୟାଳୟରୁ ଡକାୟତି, ଛଡ଼ାଇ ନେଲେ ଚେନ୍ ଓ ଟଙ୍କା

ଦିନ ଦ୍ୱିପହରରେ ଆରଆଇ କାର୍ଯ୍ୟାଳୟରୁ ଡକାୟତି, ଛଡ଼ାଇ ନେଲେ ଚେନ୍ ଓ ଟଙ୍କା
January 30
20:23 2025

ବାରିପଦା, ୩୦/୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍‌ବିଲ୍ ଆର୍‌ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031