Indus Valley Times

Odia News

ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଏସପି ରାହୁଲ ଗୋଏଲ

    ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଏସପି ରାହୁଲ ଗୋଏଲ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୩ : ବୌଦ୍ଧଜିଲ୍ଲାରେ ଏସପି ଭାବରେ ରାହୁଲ ଗୋଏଲ ଯୋଗଦେବା ପରେ ଜିଲ୍ଲାରେ ଗଂଜେଇ ମୁକ୍ତ ଅଭିଯାନ ଆରମ୍ଭ କରି ସଫଳତା ହାସଲ କରିଛନ୍ତି । ଏଥିପାଇଁ ରବିବାର ଭୂବନେଶ୍ୱର ଠାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର

Read Full Article

ପ୍ରାଇସ ଇଂଲିଶ ମିଡିଅମ ସ୍କୁଲର ବାର୍ଷିକୋତ୍ସବ : ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଦିଆଗଲା ଅନ୍ନବସ୍ତ୍ର ଦାନ

    ପ୍ରାଇସ ଇଂଲିଶ ମିଡିଅମ ସ୍କୁଲର ବାର୍ଷିକୋତ୍ସବ : ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଦିଆଗଲା ଅନ୍ନବସ୍ତ୍ର ଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୩ : ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ କମଳପୁର ପ୍ରାଇସ ଇଂଲିଶ ମିଡିଅମ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥିମାନେ ଶ୍ରୀ ଶ୍ରୀ ପ୍ରଭାତ ରଞ୍ଜନ ସରକାର ଆନନ୍ଦ ମୂର୍ତ୍ତି

Read Full Article

ଯଯାତି ୨୦୨୬ : ତୃତୀୟ ସନ୍ଧ୍ୟାରେ ମେଗା ଓଲିଉଡ ନାଇଟ

    ଯଯାତି ୨୦୨୬ : ତୃତୀୟ ସନ୍ଧ୍ୟାରେ ମେଗା ଓଲିଉଡ ନାଇଟ

ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୨/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି ଓଡ଼ିଶାର ପାରମ୍ପରିକ କଳା ସଂସ୍କୃତିର ଏକ ଅନୁପମ ଝଲକ। ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସରସ୍ୱତୀ କଳା

Read Full Article

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ

    ୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୨/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ ।ଏହି ପରିପ୍ରେକ୍ଷୀରେ ସମିତିର

Read Full Article

ଟାଉନ୍ ହଲ ଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପଖାଳ ପରବ ଆୟୋଜିତ

  ଟାଉନ୍ ହଲ ଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପଖାଳ ପରବ ଆୟୋଜିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୩ : ଶନିବାର ଦିନ ୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ବ ପଖାଳ ଦିବସ ଅବସରରେ

Read Full Article

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

  ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୦/୩ : ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି ।ଦିନ ଥିଲା

Read Full Article

କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

  କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୩ : ଶୁକ୍ରବାର ଅପରାନ୍ହ ୪ ଘଣ୍ଟା ସମୟରେ କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ

Read Full Article

ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ

  ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ

ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗଭୁବନେଶ୍ୱର/ଓଡ଼ିଶା, ୨୦/୩ : ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ

Read Full Article

ଆଜି ହେଉଛି ବିଶ୍ୱ ପଖାଳ ଦିବସ

  ଆଜି ହେଉଛି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର, ୨୦/୩ : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସଭାବେ ପାଳନ କରାଯାଏ । କୋଟି ଓଡ଼ିଆଙ୍କ ମଉଡ଼ମଣୀ

Read Full Article

ଆଜିଠାରୁ ୪୮ ଘଣ୍ଟା ବାମନଘାଟୀ ବନ୍ଦ କଲା ଆଦିବାସୀ ଏକତା ମଞ୍ଚ: ୩୪ ଜଣ ଆଦିବାସୀଙ୍କୁ ଖଲାସ ଦାବିରେ ସମ୍ପୂର୍ଣ୍ଣ ବନ୍ଦ

ରାଇରଙ୍ଗପୁର/ଓଡ଼ିଶା/୨୦/୩ : କାହିଁକି ବନ୍ଦ ବାମନଘାଟି । ୪୮ ଘଣ୍ଟା ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ। ଏହି ବନ୍ଦ୍‌ରେ ସମସ୍ତ ଅଫିସ, ଦୋକାନ

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930