କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୯ : ବୌଦ୍ଧ ଜିଲ୍ଲାରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସ ପାଳନ ସମାରୋହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ
Technology
ଭୁବନେଶ୍ୱର, ୨୭/୯ : ରାଜ୍ୟରେ ବର୍ଷାର ପରିମାଣ କମୁଥିଲେ ମଧ୍ୟ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ଆସୁଛି। ଛତିଶଗଡ଼ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଏବଂ ଲଘୁଚାପ ପ୍ରଭାବରୁ ମହାନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି। ଚଳିତ ମୌସୁମୀରେ
ପୁରୀ/ ଭୁବନେଶ୍ବର, ୨୭/୯ : ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ପବିତ୍ର ପିତୃପକ୍ଷ ବା ମହାଳୟା ପକ୍ଷ ଆରମ୍ଭ ହୋଇଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳ-ତର୍ପଣ ଓ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବଂ ଭୁବନେଶ୍ବର ବିନ୍ଦୁ ସାଗରରେ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୯ : ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), ପାରଳାଖେମୁଣ୍ଡି ଏବଂ ଆଇପିଏଲ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଏକ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।ଚାଲୁଥିବା ‘ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ’ ଅଧୀନରେ ଆୟୋଜିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୯ : ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ପଦଯାତ୍ରା ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୬/୯ : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ। ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୬/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୬/୯ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୬/୯: ଅଙ୍ଗନୱାଡି କେନ୍ଦ୍ରକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ରାଜ୍ୟବ୍ୟାପୀ ‘ଅଙ୍ଗନ କା ଉତ୍ସବ’ ଅଭିଯାନ। ଉପମୁଖ୍ୟମନ୍ତ୍ରୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୯ : ପ୍ରକୃତି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସବୁଜ ବୌଦ୍ଧ ଗଠନର ଲକ୍ଷ୍ୟ ନେଇ ଆଜି ବୌଦ୍ଧ ଜିଲ୍ଲାରେ ‘ସେବା ସଙ୍କଳ୍ପ






