ବାରିପଦା,୨୩/୩: ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ।
Tag "Mayurbhanj district"
ମୟୂରଭଞ୍ଜ, ୧୧/୩ : ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ।ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା
ରାଇରଙ୍ଗପୁର, ୬/୧୨ : ଆଜି ପ୍ରଥମ ଥର ନିଜ ଜନ୍ମମାଟି ରାଇରଙ୍ଗପୁରର ଉପରବେଡା ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ । ମୟୂରଭଞ୍ଜକୁ ଚତୁର୍ଥ ଥର ଗସ୍ତ କରିଥିବା ରାଷ୍ଟ୍ରପତି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇଛନ୍ତି ।ସେଠାରେ ନିଜ ଅଭିଭାଷଣରେ ପିଲାଙ୍କୁ






