Indus Valley Times

ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ସମ୍ପର୍କୀୟ ପ୍ରଶ୍ନ। ବଳି ଉତ୍ତର ଆଲୋଚନା

 Breaking News

ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ସମ୍ପର୍କୀୟ ପ୍ରଶ୍ନ। ବଳି ଉତ୍ତର ଆଲୋଚନା

September 29
14:15 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୨୯/୯ : ଆଜି ଵି ବୈଜ୍ଞାନିକ ମନୋବୃତି ବଦଳରେ ଅନ୍ଧ ବିଶ୍ୱାସ ସମାଜ କୁ ବହୁଭାବେ କବଳିତ କରି ରଖିଛି.।
ବହୁ ଲୋକେ ଏହାର ଶିକାର ହୋଇଚାଲିଛନ୍ତି.। ଥୀଙ୍କର୍ଷ କ୍ଲବ ର ୧୩୬ ତମ ଆଭାସୀ ଆଲୋଚନାରେ ଶ୍ରୀ ସହଦେଵ ପାତ୍ର, ଋଷିକେଶ ର ସ୍ୱାମୀ ଶ୍ୟାମା ନନ୍ଦ, ଅଧ୍ୟ।ପକ ବି. ରାମଚନ୍ଦ୍ର, ଡ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର, ସୁବାସ ପଟ୍ଟନାୟକ, ବାଲ୍ମୀକି ନାୟକ ଆଲୋଚନାରେ ଅଂଶ ଗ୍ରହଣ କରି ସେମାନଙ୍କର ସ୍ୱକୀୟ ମତ ପ୍ରଦାନ କରିଥିଲେ।
ଥୀଙ୍କର୍ଷ କ୍ଲବ ସଭାପତି ବରଦା ଦାସ ସଭା ସଂଯୋଜନା କରିଥିଲେ। ପରବର୍ତ୍ତୀ ଆଲୋଚନା ଜୀବନ ଜିଂଜ୍ଞାସା ସମ୍ପର୍କୀୟ ସତ୍ୟାନୁସନ୍ଧ।ନ ପାଇଁ ବିଶିଷ୍ଟ ଅନୁଷ୍ଠାନ ର ପ୍ରତିନିଧି ଓ଼ ବିଶେଷଜ୍ଞ ମାନଙ୍କୁ ଉତ୍ତର ପ୍ରଦାନ ପାଇଁ ଆମନ୍ତ୍ରଣ କରାଯାଇ ସତ୍ୟ ର ପ୍ରକାଶ ପାଇଁ ଉଦ୍ୟମ କରାଯିବ। ଆଗ୍ରହୀ ଜନସାଧାରଣ ଯୋଗ। ଯୋଗ କରି ପାରିବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31