Indus Valley Times

ଗଜପତି: ‘ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ “ମହା ବିଷୁବ ମିଳନ” ଓ ପଣା ସଂକ୍ରାନ୍ତି ’ ଉତ୍ସବ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ‘ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ “ମହା ବିଷୁବ ମିଳନ” ଓ ପଣା ସଂକ୍ରାନ୍ତି ’ ଉତ୍ସବ କାର୍ଯ୍ୟକ୍ରମ ପାଳିତ

April 16
09:53 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୪: ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଅନୁଷ୍ଠାନ ତରଫରୁ ପାରଳାଖେମୁଣ୍ଡି ସ୍ଥିତଗଜପତି: ‘ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ “ମହା ବିଷୁବ ମିଳନ” ଓ ପଣା ସଂକ୍ରାନ୍ତି ’ ଉତ୍ସବ କାର୍ଯ୍ୟକ୍ରମ ପାଳିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୪: ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଅନୁଷ୍ଠାନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ମହା ବିଷୁବ ମିଳନ ଓ ପଣା ସଂକାନ୍ତି ଉତ୍ସବ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ।
ଏହି ଅବସରରେ “ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ଵରେ ମୁଖ୍ୟଅତିଥ ଭାବେ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡ.ଚନ୍ଦ୍ର ଶେଖର ଦାସ , ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ଭାଷା , ସାହିତ୍ୟ ଓ ସଂସ୍କୃତି – ଉପରେ ବିଷଦ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ଶ୍ରୀମତି ନିବେଦିତା ପଟନୟକ ପ୍ରମୁଖ ଅତିଥି ମାନଙ୍କୁ ମଞ୍ଚାସୀନ ହେବା ପାଇଁ ସ୍ଵାଗତ ଜଣାଇ ଥିଲେ ଏବଂ ସରିତା ପାଣିଗ୍ରାହୀ ମଞ୍ଚାସୀନ ଅତିଥିମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଙ୍କଳନ ମଳିନ ବସ ର ଲୋକାର୍ପଣ ହୋଇଥିଲା । ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କୁ “ଆକାଂକ୍ଷା” ତରଫରୁ – ସାହିତ୍ୟିକା ଶ୍ରୀମତି ସରୋଜିନୀ ସାହୁଙ୍କୁ ସିଦ୍ଧାନ୍ତ ତରଫରୁ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଅଧିବକ୍ତା ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଓ ଅଧ୍ୟାପିକା ବରଦା ଆଚାର୍ଯ୍ୟ ପରିଚାଳନା କରିଥିଲେ ।
ପରବର୍ତ୍ତି ସମୟରେ ସଂଗଠନର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଶ୍ରୀମତୀ ସୂର୍ଣ୍ଣପ୍ରଭା ପାଠୀ , ଅଧ୍ୟାପିକା ଡଃ କଲ୍ୟାଣି ମିଶ୍ରଙ୍କ ସଂଯୋଜନାରେ ଏକ କବିତା ଆସରର ଆୟୋଜନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ଶରତ ଚନ୍ଦ୍ର ସାହୁ , ଶ୍ରୀ ତ୍ରୀପତି ପ୍ରସାଦ ପଣ୍ଡା , ଶ୍ରୀ ମୂରଲୀ ପରିଚ୍ଛା , ବିଷ୍ଣପ୍ରଭା , ଅନୁଶ୍ରୀ ପଟ୍ଟନାୟକ ପ୍ରମୁଖ ଉକ୍ତ କାର‌୍ୟ୍ୟକ୍ରମ\’ରେ ସହଯୋଗ କରିଥିଲେ ।
ଶେଷରେ ଶ୍ରୀମତୀ ସୁନୀତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ମହା ବିଷୁବ ମିଳନ ଓ ପଣା ସଂକାନ୍ତି ଉତ୍ସବ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031