Indus Valley Times

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ : ଅଭିଯୋଗ ଶୁଣିବା ପାଇଁ ଆରଡିସିସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ

 Breaking News

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ : ଅଭିଯୋଗ ଶୁଣିବା ପାଇଁ ଆରଡିସିସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ : ଅଭିଯୋଗ ଶୁଣିବା ପାଇଁ ଆରଡିସିସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ
July 15
16:52 2024

ଭୁବନେଶ୍ୱର,୧୫/୭: ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଅଭିଯୋଗ ଶୁଣିଛନ୍ତିି। ଆଜି ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍ଡିସିସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଥିବା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031