Indus Valley Times

ଶରୀରରେ ଚର୍ବି ବୃଦ୍ଧି ଓ ଓଜନ ହ୍ରାସ

 Breaking News

ଶରୀରରେ ଚର୍ବି ବୃଦ୍ଧି ଓ ଓଜନ ହ୍ରାସ

ଶରୀରରେ ଚର୍ବି ବୃଦ୍ଧି ଓ ଓଜନ ହ୍ରାସ
April 07
13:11 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୭/୪ : ଆଜି ଉଦବେଗ ର କାରଣ ହୋଇଛି ମଣିଷ ଶରୀରରେ ଚର୍ବି ବୃଦ୍ଧି ଓ କିପରି ଓଜନ ହ୍ରାସ କରାଯାଇପାରିବ ।
ଏ ସମ୍ପର୍କରେ ଜର୍ମାନୀ ରୁ ବିଶେଷଜ୍ଞ ଡ଼ା ଶିବାଶିଷ ଗିରି ଆଲୋଚନା କରି ଉପାୟ କହିଛନ୍ତି । ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ଆନୁକୁଲ୍ୟରେ ୭ ତମ ଆଭକ୍ଷସି ଆଲୋଚନା ବିଜେପି ୪୫ ତମ ପ୍ରତିଷ୍ଠା ଦିବସ ଓ ଭାରତରତ୍ନ ସ୍ବର୍ଗତ ଅଟଳ ବାଜପେୟୀ ଙ୍କ ଜନ୍ମ ଶତାବ୍ଦୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ।
ସୁଦୂର ଜର୍ମାନୀରେ ଡାକ୍ତର ଶିବାଶିଷ ଗିରି ସ୍ବାସ୍ଥ୍ୟ ଯତ୍ନ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ବର୍ଣ୍ଣନା କରି ଶ୍ରୋତାଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ ।
ସଭା ସଂଯୋଜନା କରି ବରଦା ଦାସ ବିଜେପି ପ୍ରତିଷ୍ଠା ଦିବସ ସମ୍ପର୍କରେ କହିଥିଲେ । ମସ୍କୋ ରୁ ସନ୍ତୋଷ ମହାନ୍ତି,ଡାକ୍ତର ଗୋପାଳ ଦାସ,ଉମାଶଙ୍କର ମିଶ୍ର ,ରୋଟ।ରିଆନ ଏ ବି ମହାପାତ୍ର,ବିନୋଦ ମହାନ୍ତି,ନିରଞ୍ଜନ ପଣ୍ଡା ,କ୍ଷୀରୋଦ ସାହୁ,ନମିତା ସାହୁ, ରିତୁପର୍ଣ୍ଣା ମହାପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରି ମତ ରଖିଥିଲେ ଓ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031