Indus Valley Times

ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ

 Breaking News

ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ

ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ
January 09
11:11 2023

ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୧: ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି କ୍ଷ ରଣପୁର ଅସୁରକୁମାରୀ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସ୍ବାଇଁ ପରିଚାଳନା କରିଥିଲେ ।
ସଭା ଆରମ୍ଭରୁ ପ୍ରଥମେ ସାମ୍ବାଦିକ ସ୍ବର୍ଗତ କିଶୋର ମହାପାତ୍ର ଙ୍କ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ! ଓୟୁଜେ ନୟାଗଡ଼ ଶାଖାରେ ଜିଲ୍ଲାର କିଛି ସାମ୍ବାଦିକ ନୂତନ ଭାବରେ ଯୋଗଦେଇ ସଭ୍ୟ ହୋଇଥିଲେ କ୍ଷ ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତିରେ ବିଶ୍ଵରଞ୍ଜନ ଆଚାର୍ଯ୍ୟ ସଭାପତି , ଗୋପାଳ ଚନ୍ଦ୍ର ବିଶ୍ବାଳ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।
ସଂଗଠନର ଉପଦେଷ୍ଟା ଭାବରେ ସଞ୍ଜୟ କୁମାର ସ୍ବାଇଁ, ପୁରୁଷତ୍ତମ ମହାପାତ୍ର ଓ ଦିନମଣି ମହାନ୍ତି , ଉପ ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା, ବିରଞ୍ଚି କୁମାର ନାୟକ, ସଂପାଦକ ରୂପେ ବସନ୍ତ କୁମାର ବରାଡ, ପ୍ରକାଶ କୁମାର ମଲିକ , କୋଷାଧ୍ୟକ୍ଷ ଭାବେ ବ୍ରଜ ରଣସିଂହ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଦିଲ୍ଲିପ କୁମାର ମିଶ୍ର ଓ ୮ ଗୋଟି ବ୍ଲକରୁ କାର‌୍ୟ୍ୟକାରୀ ସଦସ୍ୟ , କାର୍ଯ୍ୟାଳୟ ସଂପାଦକ ଭାବେ ବିଶ୍ବଭୁଷଣ ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031