Indus Valley Times

ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ପରେ ଡ୍ରାଇଭର-ହେଲପର ଫେରାର୍

 Breaking News

ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ପରେ ଡ୍ରାଇଭର-ହେଲପର ଫେରାର୍

December 17
11:51 2024

ନୀଳଗିରି, ୧୭/୧୨ : ବାଇକକୁ ପିଟିଲା ଟ୍ରକ ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ। ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଭାଲୁକାଶୁଣୀ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକ ଜଣକ ସୋର ନିକଟସ୍ଥ ଦହିସଡ଼ା ଗ୍ରାମର ସଞ୍ଜୀବ ବେହେରା(୩୮) ବୋଲି ଜଣାପଡ଼ିଛି।
ସଞ୍ଜୀବ ସୋରରୁ ଉଦଳା ଅଭିମୁଖେ ଯାଉଥିବା ସମୟରେ ଭାଲୁରାଶୁଣୀ ଛକନିକଟରେ ଅପର ପାର୍ଶ୍ବରୁ ଆସୁଥିବା ତେଲ ବୋଝେଇ ଟ୍ରକଟି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇ ଖସିଯାଇଥିଲା।ହେଲେ ଖନ୍ତାପଡ଼ା ପୁଲିସ ଓ ଶେରଗଡ ଫାଣ୍ଡି ମିଳିତ ଭାବରେ ଗାଡ଼ିଟିକୁ ଶେରଗଡ଼ ଛକରେ କାବୁ କରିଥିବା ବେଳେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ମାରିଛି।

ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ସଞ୍ଜୀବଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି।
ଇମମସୟରଦ୍ଭଗ୍ଧ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930