Indus Valley Times

ଦଶପଲ୍ଲା ଏନ୍‌ଏସି କୁ ସାତ ଦିନ ପାଇଁ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

 Breaking News

ଦଶପଲ୍ଲା ଏନ୍‌ଏସି କୁ ସାତ ଦିନ ପାଇଁ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

ଦଶପଲ୍ଲା ଏନ୍‌ଏସି କୁ ସାତ ଦିନ ପାଇଁ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
July 31
21:34 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲା,୩୧/୭: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ଶୁକ୍ରବାର ଦିନ ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ଏହି ୬୭ ଜଣଙ୍କ ମଧ୍ୟରୁ ସର୍ବାଧିକ ଦଶପଲ୍ଲା ବ୍ଲକ୍ ରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦଶପଲ୍ଲା ସ୍ଥାନୀୟ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଏବଂ ଲୋକମାନଙ୍କୁ ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଦଶପଲ୍ଲା ଏନ୍ ଏ ସି କୁ ଅଗଷ୍ଟ ୧ ତାରିଖ ସକାଳ ୬ ଟାରୁ ଅଗଷ୍ଟ ୭ ତାରିଖ ସକାଳ ୬ ଟା ପର‌୍ୟ୍ୟନ୍ତ ସାତ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031