Indus Valley Times

ନୟାଗଡ଼ ବନଦୂର୍ଗା ୟୁଥ୍ କ୍ଲବ୍ ତରଫରୁ ବୃକ୍ଷରୋପଣ

 Breaking News

ନୟାଗଡ଼ ବନଦୂର୍ଗା ୟୁଥ୍ କ୍ଲବ୍ ତରଫରୁ ବୃକ୍ଷରୋପଣ

ନୟାଗଡ଼ ବନଦୂର୍ଗା ୟୁଥ୍ କ୍ଲବ୍ ତରଫରୁ ବୃକ୍ଷରୋପଣ
August 15
16:32 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୮: ନୟାଗଡ଼ ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡିଆରେ ୭୫ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ନୟାଗଡ଼ ମାଟିରେ ଜନ୍ମ ନେଇଥିବା ବରପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ।
ବିଶେଷ ଆକର୍ଷଣ ଥିଲା ସାହି ମଧ୍ୟରେ ଛୋଟ ଛୋଟ ପିଲାମାନଙ୍କର ପତାକା ଉତ୍ତୋଳନ ସହିତ ପ୍ୟାରେଡ କୁ ସ୍ଥାନିୟ ଲୋକମାନେ ମନଭରି ଉପଭୋଗ କରିଥିଲେ। ସେହିପରି ନୟାଗଡ ସାମ୍ବାଦିକ ଭବନ ପରିସରରେ ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପତାକା ଉତ୍ତୋଳନ କରିଥିଲେ ଏବଂ ସହରର ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ମାନଙ୍କରେ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ।
ସ୍ବାଧୀନତା ଦିବସ ଅବସରରେ ବଳରାମ ପାହାଡ଼ ପାଦଦେଶରେ ଅବସ୍ଥିତ ମା ବନଦୂର୍ଗ ୟୁଥ୍ କ୍ଳବ୍ ତରଫରୁ ବଳରାମ ପାହାଡ଼ ରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031