Indus Valley Times

ପ୍ରକାଶ ପାଇଲା ଓଏସ୍ଏସ୍‌ଟିଇଟି ରେଜଲ୍ଟ

 Breaking News

ପ୍ରକାଶ ପାଇଲା ଓଏସ୍ଏସ୍‌ଟିଇଟି ରେଜଲ୍ଟ

ପ୍ରକାଶ ପାଇଲା ଓଏସ୍ଏସ୍‌ଟିଇଟି ରେଜଲ୍ଟ
June 19
17:18 2024

କଟକ,୧୯/୬: ବୁଧବାର ପ୍ରକାଶ ପାଇଛି ଓଏସ୍ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଲଗ୍ ଇନ୍ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ଓ୍ବେବ୍ସାଇଟ୍ରୁ ଡିଜିଟାଲ ସାର୍ଟିଫିକେଟ ବି ପାଇପାରିବେ ।
କିପରି କରିବେ ଡାଉନଲୋଡ୍?
ପ୍ରଥମେ ଙଝଝଞଋଞର ଅଫିସିଆଲ www.bseodisha.ac.inକୁ ଲଗ୍ ଇନ୍ କରିବେ। ସେଥିରେ ନିଜର ଇ-ମେଲ୍ ଆଇଡି ଏବଂ ପାସ୍ଓ୍ବାଡ୍ ଦେବେ। ଏହା ପରେ ଲଗ୍ ଇନ୍ ବଟନ୍କୁ କ୍ଲିକ୍ କରିବେ। ଏହା ପରେ ‘OSSTET Result 2024’୨୦୨୪’ ଉପରେ କ୍ଲିକ୍ କରିବେ। ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍ରେ ଦେଖାଯିବା ପରେ ଏହାକୁ ଆପଣ ଡାଉନ୍ଲୋଡ୍ କରିପାରିବେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30