Indus Valley Times

ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

 Breaking News

ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର
September 20
13:04 2021

ସମ୍ବଲପୁର,୨୦/୯: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମାନ୍ୟେଜର । ଆୟବହିର୍ଭୁତ ସମ୍ବତି ଢ଼ୁଳ ଅଭିଯୋଗରେ ସିନିୟର ଓସିସିଏଲ୍ ମାନ୍ୟେଜର ରଞ୍ଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଟିମ ରେଡ ଜାରି ରହିଛି  ।
ସମ୍ବଲପୁର ସ୍ଥିତ ଚୈତନ୍ୟନଗର ଘର ସହ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ପୁଳାପୁଳା ଟଙ୍କା ବାହାରିଛି । ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031