Indus Valley Times

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର : କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର

 Breaking News

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର : କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର

November 02
19:40 2021

ଭୁବନେଶ୍ୱର, ୨/୧୧: ରାଜଧାନୀ ଭୁବନେଶ୍ୱର ଏବେ ପାଲଟିଗଲାଣି ଅପରାଧର ସହର । ଦିନକୁ ଦିନ ବଢ଼ି ଚାଲିଛି ହତ୍ୟା, ଲୁଟ୍ ଏବଂ ଆକ୍ରମଣ ଭଳି ଘଟଣା ।
କିଛିଦନ ତଳେ ଚାଞ୍ଚଲ୍ୟକର ହତ୍ୟା ହୋଇଥିବା ବେଳେ ମଙ୍ଗଳବାର କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର କ୪-୩୩୪ରେ ଡବଲ୍ ମର୍ଡର ହୋଇଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରେ କମିଶନ୍ରେଟ୍ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଥିବା ବେଳେ ସ୍ୱାମୀ ଅବନ୍ତୀ ବିଜୟ ମଙ୍ଗରାଜଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଥିବା କମିଶନରେଟ୍ ଡିସିପି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031