Indus Valley Times

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୦୩ କୋଭିଡ୍ ପଜିଟିଭ୍, ୧୨୬୪୭୦୫ରେ ପହଞ୍ଚିଲା ସଂଖ୍ୟା

 Breaking News

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୦୩ କୋଭିଡ୍ ପଜିଟିଭ୍, ୧୨୬୪୭୦୫ରେ ପହଞ୍ଚିଲା ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୦୩ କୋଭିଡ୍ ପଜିଟିଭ୍, ୧୨୬୪୭୦୫ରେ ପହଞ୍ଚିଲା ସଂଖ୍ୟା
February 05
11:19 2022

ଭୁବନେଶ୍ୱର, ୫/୨: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨, ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧,୫୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୦୮୨ଟି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୪୯ ଜଣ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫, ସୁନ୍ଦରଗଡ଼଼ରୁ ୨୦୪, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୦୪, ଅନୁଗୋଳରୁ ୧୦୨, କୋରାପୁଟରୁ ୯୪, ସମ୍ବଲପୁରରୁ ୮୮, ନୂଆପଡ଼ାରୁ ୮୭, ଗଞ୍ଜାମରୁ ୮୫, ନୟାଗଡ଼ରୁ ୬୭, ଢେଙ୍କାନାଳରୁ ୬୪ ଜଣ ଓ କେନ୍ଦ୍ରାପଡ଼ାରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୧,ଭଦ୍ରକରୁ ୩୭, ବଲାଙ୍ଗିରରୁ ୬୦, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୧, ଗଜପତିରୁ ୬୪, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୮୭, ପୁରୀରୁ ୪୧, ରାୟଗଡ଼ାରୁ ୬୧, ସୋନପୁରରୁ ୧୬ଜଣ ଓ ଷ୍ଟେଟପୁଲ୍ରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୪ ହଜାର ୭୦୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ୧୨,୨୮,୯୭୬ ସୁସ୍ଥ ହୋଇସାରିଛନ୍ତି। ୨୬୯୬୫ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୭୧୧କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031