ବରଦା ଦାସଙ୍କ ରିପୋର୍ଟକଟକ ,୨୬/୧: ଆମ ସମ୍ବିଧାନ ଭଲ ଲୋକଙ୍କ ହାତରେ ପଡ଼ିଲେ ଭଲ, ଖରାପ ଲୋକଙ୍କ ହାତରେ ପଡ଼ିଲେ ଖରାପ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଶ କ୍ଲବ ର ୧୪୬ ତମ ଆଭାସି ଆଲୋଚନା ସମୟ ର
Odia News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବୌଦ୍ଧ, ୨୬/୧ : ବୌଦ୍ଧ ସହର ଐତିହାସିକ ସହର ଭାବେ ପରିଗଣିତ। ସୁନ୍ଦର ସହର।ସହର କୁ ଲାଗି କୁଳୁ କୁଳୁ ନାଦରେ ବୋହିଯାଉଛି ମହାନଦୀ।ପାହାଡ ଜଙ୍ଗଲ ପରିବେଷ୍ଟନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ବୌଦ୍ଧ ଜିଲ୍ଲା ରେ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬ /୧ : ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଖେଳର
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୬/୧: ଆଜି ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।ଏହି ଉପଲକ୍ଷେ ଓଡ଼ିଶାର ମାନ୍ୟବର
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୧ : ସ୍ଥାନୀୟ କୁସୁମା ସମ୍ମୁଖ ପଡ଼ିଆରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ଦିବସରେ ମୁଖ୍ୟ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୬/୧ : ରବିବାର ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ପକ୍ଷରୁ ୧୬ ତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଅଛି
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୧ : ବହୁ ଚର୍ଚିତ ବୌଦ୍ଧ ବନ୍ଧାପଥର ଗଣ ଦୁଷ୍କର୍ମ ମାମଲାରେ ଦୀର୍ଘ ୧୦ଦିନପରେ ପୁଲିସର ହାତ ଖାଲି ।ଏ ଯାବତ ଆସାମୀଙ୍କୁ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।ଏନେଇ ସ୍ଥାନୀୟ
ନୂଆଦିଲ୍ଲୀ, ୨୫/୧ : ଗଣତନ୍ତ୍ର ଦିବସ ପୂର୍ବରୁ, ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ପଦ୍ମ ପୁରସ୍କାର
ଭୁବନେଶ୍ୱର, ୨୫/୧: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିକୁ ମାଘ ସପ୍ତମୀ ବା ରଥ ସପ୍ତମୀ କୁହାଯାଏ






