Indus Valley Times

Odia News

କାଠଯୋଡ଼ି ହତ୍ୟାକାଣ୍ଡରେ ଟ୍ୱିଷ୍ଟ: ପରକୀୟା ପ୍ରୀତି ପାଇଁ ଯୋଜନାବଦ୍ଧ ହତ୍ୟା, ପତ୍ନୀହନ୍ତା ସହ ୨ ଦିଅର ଗିରଫ

କଟକ, ୧୫/୧୨ : କାଠଯୋଡି ନଦୀ ପଠାରୁ ମଳିଥିବା ମୃତ ମହିଳା କିଏ? ତାଙ୍କର ପରିଚୟ ମିଳୁନଥିବା ବେଳେ ହତ୍ୟାକାରୀଙ୍କ ଠିକଣା ପାଇଲା କମିସନ୍‌ରେଟ୍ ପୁଲିସ୍‌। UPIପେମେଣ୍ଟରୁ ମିଳିଥିଲା ହତ୍ୟାକାରୀର ଠିକଣା। ହତ୍ୟାକାଣ୍ଡ ଘଟିବାର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ

Read Full Article

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ୨୦୨୪ ପାଳିତ

ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା , ୧୫/୧୨ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସ୍ତରିୟ ଚଇତି ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି। ଚନ୍ଦ୍ରପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଙ୍ଗଲ ଓ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ମିଳିତ ସଂଯୋଜନାରେ

Read Full Article

ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତର ଶେଷ ଦିନ : ସରକାରୀ ନର୍ସିଂ କଲେଜର ଶିଳାନ୍ୟାସ ସହ ଉଦଘାଟନ କଲେ ଏୟାରପୋର୍ଟର ନୂଆ ଟର୍ମିନାଲ

ଭୁବନେଶ୍ବର, ୧୫/୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର

Read Full Article

ପଥଚାରୀଙ୍କୁ ଧକ୍କା ପରେ ରାସ୍ତା ତଳକୁ ଖସିଲା ବସ୍, ଜଣେ ମୃତ

ଭଦ୍ରକ, ୧୫/୧୨ : ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯିବା ପରେ ଓଲଟି ପଡ଼ିଲା ଏକ ଯାତ୍ରୀବାହୀ ବସ୍‌। ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ବସ୍ ଯାତ୍ରୀ ଆହତ ହୋଇଛନ୍ତି।

Read Full Article

ଅଭାବନୀୟ ଘଟଣା, ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

ସୁନ୍ଦରଗଡ଼, ୧୫/୧୨ : ସୁନ୍ଦରଗଡ଼ ଜିଲ୍ଲା ତାମରା ରେଞ୍ଜର କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଦୁଇ ଜଣ ଛୁଆଙ୍କୁ ମାରି ଦେଇଛି ହାତୀ। ସେମାନଙ୍କ ମଧ୍ୟରୁ ଜଣେ

Read Full Article

ବୌଦ୍ଧ : ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ ପାଳିତ

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୧୨ : ଆଜି ସ୍ଥାନୀୟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ

Read Full Article

ମାଞ୍ଜା ସୂତା ବିକ୍ରି କିମ୍ବା ଗୁଡ଼ି ଉଡ଼ାଇଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

କଟକ,୧୪/୧୨: ଆଗକୁ ମକର ସଂକ୍ରାନ୍ତି। ଆରମ୍ଭ ହୋଇଯିବ ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ

Read Full Article

ମୁକୁଳା ଡ୍ରେନ୍ ମରଣକୁ ଡାକୁଛି

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୧୨ : ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବାକୁ ପ୍ରଶାସନ ଅହରହ ପ୍ରୟାସ କରୁଛି,ଯାହାର ଉଦାହରଣ ଖୋର୍ଦ୍ଧା କ୍ୟାବିନ ଉଚ୍ଛେଦ ପ୍ରକ୍ରିୟା

Read Full Article

ମାଲକାନଗିରିରେ ୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମାଲକାନଗିରି,୧୪/୧୨: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି

Read Full Article

ସିବିଆଇ ସମନ ପରେ ବଢ଼ିଲା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ

ଭୁବନେଶ୍ୱର, ୧୪/୧୨ : ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପଠାଇଛି ସମନ। ଏବେ ଏହି ସମନ ସାମ୍ନାକୁ

Read Full Article

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031