Indus Valley Times

Tag "DHENKANAL DISTRICT"

ଢେଙ୍କାନାଳରେ ଖୋଲିଲା ‘ଚାଉଳ ଏଟିଏମ୍‌; ଏଣିକି ୨୪ ଘଣ୍ଟା ଫିଙ୍ଗରପ୍ରିଣ୍ଟରେ ମିଳିବ ରାସନ ଚାଉଳ

    ଢେଙ୍କାନାଳରେ ଖୋଲିଲା ‘ଚାଉଳ ଏଟିଏମ୍‌; ଏଣିକି ୨୪ ଘଣ୍ଟା ଫିଙ୍ଗରପ୍ରିଣ୍ଟରେ ମିଳିବ ରାସନ ଚାଉଳ

ଢେଙ୍କାନାଳ,୩୧/୮ : ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଏଟିଏମ୍‌ର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କ ପାଇଁ

Read Full Article

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

    ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଢେଙ୍କାନାଳ, ୨୯/୮: ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ। ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି

Read Full Article

ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା

    ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା

କାମାକ୍ଷାନଗର/ ଢେଙ୍କାନାଳ, ୨୬/୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରାପାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।ମୃତକମାନେ ହେଲେ

Read Full Article

ବିଦ୍ୟୁତ ଆଘାତରେ ଛଟପଟ ହେଉଥିଲେ ସାନ ଯା’ଆ, ବଞ୍ଚାଇବାକୁ ଆସି ଟଳିପଡିଲା ବଡ଼

ଢେଙ୍କାନାଳ, ୧୭/୬ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୨ଟାରେ ବିଦ୍ୟୁତ୍ ସଂଯୋଗରେ ଝଟକା ଲାଗି ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ‌ ହେଲେ ମନିଷା ଦେହୁରୀ

Read Full Article

ଶଶୁର ଉପରେ ଗରମ ତେଲ ପକାଇ, ନିର୍ଯ୍ୟାତନାର ପ୍ରତିଶୋଧ ନେଲା ବିଧବା ବୋହୂ

    ଶଶୁର ଉପରେ ଗରମ ତେଲ ପକାଇ, ନିର୍ଯ୍ୟାତନାର ପ୍ରତିଶୋଧ ନେଲା ବିଧବା ବୋହୂ

କାମାକ୍ଷାନଗର ୧୯/୫ : ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ

Read Full Article

ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଯୁବକଙ୍କ ହାଇଡ୍ରାମା, ମୋବାଇଲ ଟାଓ୍ୱାରରେ ଚଢି ଆତ୍ମାହୁତି ଧମକ

    ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଯୁବକଙ୍କ ହାଇଡ୍ରାମା, ମୋବାଇଲ ଟାଓ୍ୱାରରେ ଚଢି ଆତ୍ମାହୁତି ଧମକ

ଢେଙ୍କାନାଳ, ୯/୫ : ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ

Read Full Article

ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର

    ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର

ଢେଙ୍କାନାଳ, ୧୦/୨ : ପୁଣି ହାତୀପଲଙ୍କ ଦୌରାମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ଅନ୍ୟ ୩ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି।

Read Full Article

ଭୁବନରେ ମଧ୍ୟଯୁଗୀୟ ମାନସିକତା, ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ

ଢେ଼ଙ୍କାନାଳ , ୧୬/୧୧: ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର। ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ

Read Full Article

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା

ଢେଙ୍କାନାଳ , ୨୬/୧୦ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ

Read Full Article

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

ଢେଙ୍କାନାଳ, ୧୬/୪: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଚାଲିଛି ତନାଘନା

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930