Indus Valley Times

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ପାଳନ

 Breaking News

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ପାଳନ

September 17
20:15 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୯: ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଙ୍କ ୭୧ ତମ ଜନ୍ମ ଦିବସ ମହାସମାରୋହ ରେ ସମସ୍ତ ମଣ୍ଡଳ, ଶକ୍ତି କେନ୍ଦ୍ର, ଓ ଜିଲ୍ଲା ସ୍ତରରେ ପାଳିତ ହୋଇ ଥିଲ ।
ସେବା ପକ୍ଷ ଭାବରେ ୧୭.୯.୨୪ ଠାରୁ ୦୨.୧୦.୨୪ ପର୍ଯ୍ୟନ୍ତ ଦଳ ତରଫରୁ ବିଭିନ୍ନ ଲୋକହିତତ୍କାରୀ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।
ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଦେବା ଦେବୀ ମନ୍ଦିର ମାନଙ୍କ ରେ ପୂଜା ଅର୍ଚନା, ଦିପଦକ୍ଷନ ପ୍ରଭୁତି କରାଯାଇ, ମୋଦିଜୀ ଙ୍କ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଦଳୀୟ
ନେତୃବୃନ୍ଦ ସର୍ବଶ୍ରୀ ତାପସ କୁମାର ପେଟଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ନିରଞ୍ଜନ ଦାନୀ, ପ୍ରକାଶ ସାହୁ, ଲୋକନାଥ ଶତପଥୀ, ରାଜ କୁମାର ମେହେର, ବ୍ୟାମାକେଶ ମହାପାତ୍ର ଙ୍କ ସହିତ ମଣ୍ଡଳ ସଭାପତି ଓ ତାଙ୍କ ର ବିଭିନ୍ନ ନେତୃବୃନ୍ଦ ମାନେ ଅଂଶ ଗ୍ରହଣ କରି ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031