ବରଦା ଦାସଙ୍କ ରିପୋର୍ଟକଟକ,୨୬/୭: ମାଉଣ୍ଟ ଆବୁ ରୁ ଆସିଥିବା ବ୍ରହ୍ମା କୁମାରୀ ପ୍ରଭା ଙ୍କୁ ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବି କେ କେନ୍ଦ୍ର ଠାରେ ବି କେ ଝୁନୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଧନା କରିଥିଲେ ।ଗୁରୁବାର ଭୋଗ
Posts From indadmin
ଭୁବନେଶ୍ୱର,୨୫/୭:ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି। ସେ କହିଛନ୍ତି, ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି।






