Indus Valley Times

Tag "khurdha district"

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ : କାରକୁ ଧକ୍କା ଦେଇ ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର

    ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ : କାରକୁ ଧକ୍କା ଦେଇ ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ

Read Full Article

ପ୍ରବଳ ବର୍ଷା ଆଶଙ୍କା, ୩ ଦିନ ବନ୍ଦ ରହିବ ସ୍କୁଲ : ୨୨ ରୁ ୨୪ ସେପ୍ଟେମ୍ବର ଯାଏଁ ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ ରହିବ , ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

    ପ୍ରବଳ ବର୍ଷା ଆଶଙ୍କା, ୩ ଦିନ ବନ୍ଦ ରହିବ ସ୍କୁଲ : ୨୨ ରୁ ୨୪ ସେପ୍ଟେମ୍ବର ଯାଏଁ ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ ରହିବ , ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୯ : ଖୋରଧା ଜିଲ୍ଲାରେ ଆଗାମୀ ଦିନ ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଭୀଷଣ ପାଣିପାଗର ପୂର୍ବାନୁମାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସତର୍କତାମୂଳକ

Read Full Article

ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ଟିଏଲ୍‌ସି ରାସ୍ତାର ପୁନର୍ନିର୍ମାଣ ଦାବି : ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ସୋନାଲି ସାହୁ; ଆମ୍ବୁଲାନ୍ସ ସମେତ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ନେଇ ଉଠାଇଲେ ପ୍ରଶ୍ନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୯: ଖୋର୍ଦ୍ଧା ସହରର ନୂଆ ବସ୍‌ଷ୍ଟାଣ୍ଡ ଅଞ୍ଚଳରୁ ଟିଏଲ୍‌ସି ରାସ୍ତାର ଦୀର୍ଘଦିନର ଦୁରବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ସୋନାଲି ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତୁରନ୍ତ

Read Full Article

ଡ଼ିଆଇ ପାଇପ ଚୋରି ମାମଲାରେ ୩ ଗିରଫ , ୧୫ ପାଇପ ଉଦ୍ଧାର , ପାଇପ ବିକ୍ରି ନେଇ ତଦନ୍ତ

    ଡ଼ିଆଇ ପାଇପ ଚୋରି ମାମଲାରେ ୩ ଗିରଫ , ୧୫ ପାଇପ ଉଦ୍ଧାର , ପାଇପ ବିକ୍ରି ନେଇ ତଦନ୍ତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୯ : ଖୋରଧା ଶିଳ୍ପାଞ୍ଚଳ ଥାନା ଅଧୀନ ଗଡ଼ଖୋର୍ଦ୍ଧାସ୍ଥିତ ମା\’ ଗଡ଼ଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ଏକ ଗୋଦାମ ରୁ ଡକ୍ଟାଇଲ ଆଇରନ (ଡିଆଇ) ପାଇପ ଚୋରି ଅଭିଯୋଗ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ

Read Full Article

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

    ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ

Read Full Article

ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଧାନବାଦ ମଧ୍ୟରେ ଗବେଷଣା ଓ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

    ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଧାନବାଦ ମଧ୍ୟରେ ଗବେଷଣା ଓ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସେମିକଣ୍ଡକ୍ଟର ଏବଂ ମୌଳିକ ବିଜ୍ଞାନ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଗବେଷଣାଗତ ସହଯୋଗ ବୃଦ୍ଧି ଏବଂ ଶିକ୍ଷାଗତ ତ‌ଥା

Read Full Article

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ : ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ

    ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ : ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୯ : ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି,

Read Full Article

ଗଡ଼ାଧୀଶ ଦଳବେହେରା ମହାସଂଘର ସାଂଗଠନିକ ବୈଠକ ୬ ଜଣ ଉପଦେଷ୍ଟାଙ୍କ ସମେତ ପରିଚାଳନା ଓ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ମଣ୍ଡଳୀ ଗଠିତ

    ଗଡ଼ାଧୀଶ ଦଳବେହେରା ମହାସଂଘର ସାଂଗଠନିକ ବୈଠକ ୬ ଜଣ ଉପଦେଷ୍ଟାଙ୍କ ସମେତ ପରିଚାଳନା ଓ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ମଣ୍ଡଳୀ ଗଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୨/୯: ଗଡ଼ାଧୀଶ ଦଳେଇ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ମଜଭୁତ କରିବା ସହ ସଂଘର କାର୍ଯ୍ୟକଳାପକୁ ସୁଚାରୁ, ଶୃଙ୍ଖଳିତ ଓ ଗତିଶୀଳ

Read Full Article

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧାରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

    ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧାରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା

Read Full Article

ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୯/୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ

Read Full Article

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30