Indus Valley Times

ଜଳକା କରୁଛି ପ୍ରଦୀପଙ୍କ ସଂପତ୍ତି, ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଛାପା

 Breaking News

ଜଳକା କରୁଛି ପ୍ରଦୀପଙ୍କ ସଂପତ୍ତି, ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଛାପା

March 06
10:28 2025

କଟକ,୬/୩: ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସିବିଆଇ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।
ସୂଚନାଥାଉ କି, ପ୍ରଦୀପଙ୍କ ୯ଟି ଠିକଣାରେ ଏକକାଳୀନ ରେଡ କରାଯାଇଛି। ଭୁବନେଶ୍ବର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀରେ ଚଢ଼ାଉ କରାଯାଉଛି। ଏହି ରେଡରେ ୨ ଅତିରିକ୍ତ SP, ୧୩ DSP ସାମିଲ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930